ବାଲିଯାତ୍ରା ଭ୍ରମ ସୃଷ୍ଟି କଲା ବୈଶାଖୀ ବାଣିଜ୍ୟ : ୨ଲକ୍ଷରୁ ଅଧିକ ଲୋକ, କୋଟିଏରୁ ଅଧିକ ବେପାର

କଟକ: ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବୈଶାଖୀ ବାଣିଜ୍ୟ ମେଳାରେ ତୃତୀୟ ଦିନରେ ଅସମ୍ଭାଳ ଭିଡ଼ ‌ହୋଇଛି। ଗତକାଲି ସଂଧ୍ୟାରେ ମେଳା ପରିସରରେ ବାଲିଯାତ୍ରା ଭିଡ଼ ଦେଖିବାକୁ ମିଳିଥଲା। ରବିବାର ଛୁଟି ଦିନ ଥିବାରୁ ଅପରାହ୍ନ ୫ଟାରୁ ମେଳାରେ ଜନସମାଗମ ଆରମ୍ଭ ହୋଇଥିଲା। ମେଳାରେ ପ୍ରାୟ ୨ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। କାରବାର ମଧ୍ୟ କୋଟିଏରୁ ଅଧିକ ଟପିଥିଲା। ଭିଡ଼ ଅଧିକ ହେବାରୁ କିଛି ସମୟ ପାଇଁ ଟ୍ରାଫିକ … Continue reading ବାଲିଯାତ୍ରା ଭ୍ରମ ସୃଷ୍ଟି କଲା ବୈଶାଖୀ ବାଣିଜ୍ୟ : ୨ଲକ୍ଷରୁ ଅଧିକ ଲୋକ, କୋଟିଏରୁ ଅଧିକ ବେପାର